କାମନା ମାଣ୍ଡାଙ୍ଗୀ ହତ୍ୟା ମାମଲା : ଅଭିଯୁକ୍ତ ନିର୍ଦୋଷରେ ଖଲାସ

ରାୟଗଡ଼ା: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଭୋଇମଡ଼ା ଗ୍ରାମରେ ଘଟିଥିବା ହତ୍ୟାକାଣ୍ଡ ମାମଲାର ଶୁଣାଣି କରି ରାୟ ପ୍ରକାଶ କରିଛନ୍ତି ଜିଲ୍ଲା ଦୌରାଜଜ୍ ବିକ୍ରମ କେଶରୀ ପଟ୍ଟନାୟକ। ସାକ୍ଷ୍ୟ ପ୍ରମାଣ ଅଭାବରୁ ଅଭିଯୁକ୍ତ କାମେଶ୍ବର ମାଣ୍ଡାଙ୍ଗୀଙ୍କୁ ନିର୍ଦୋଷରେ ଖଲାସ୍ କରିଛନ୍ତି। ପୂର୍ବରୁ ଗିରଫ ହୋଇ କାମେଶ୍ବର ଜେଲ୍ ଯାଇଥିବା ବେଳେ ମାମଲାର ଶୁଣାଣି ବେଳେ ଜାମିନରେ ଆସିଥିଲେ। ଆଜି ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ … Continue reading କାମନା ମାଣ୍ଡାଙ୍ଗୀ ହତ୍ୟା ମାମଲା : ଅଭିଯୁକ୍ତ ନିର୍ଦୋଷରେ ଖଲାସ